21.1 C
Bhubaneswar
Saturday, December 6, 2025
Homeଓଡିଶାକମିଶନରେଟ ପୋଲିସ ସ୍ତରରେ ଅଦଳ ବଦଳ

କମିଶନରେଟ ପୋଲିସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: କମିଶନରେଟ ପୋଲିସ ସ୍ତରରେ ଅଦଳ ବଦଳ । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଜାରି ବିଜ୍ଞପ୍ତି ଅନୁସାରେ ,

୧. ତୁଷାରକାନ୍ତ ସେଠୀ – ଥିଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି, ଭୁବନେଶ୍ୱର ୟୁପିଡି- ହେଲେ କଟକ
ସଦର ଥାନା ଆଇଆଇସି
୨. ଓମ ପ୍ରକାଶ ମହାନ୍ତି- ଥିଲେ କଟକ ସଦର ଥାନା ଆଇଆଇସି- ହେଲେ କଟକ ୟୁପିଡି ମୌଜା ୪୨ ଥାନା ଆଇଆଇସି
୩. ଗିରିଶ ଚନ୍ଦ୍ର ମହାରଣା- ଥିଲେ କଟକ ୟୁପିଡି ମୌଜା ୪୨ ଥାନା ଆଇଆଇସି- ହେଲେ ଭୁବନେଶ୍ୱର, ଚନ୍ଦ୍ରଶେଖରପୁରଥାନା ଆଇଆଇସି
୪. ରାଜେନ୍ଦ୍ର ବାରାୟଣ ପଟ୍ଟନାୟକ- ଥିଲେ ଭୁବନେଶ୍ୱର ହେଡକ୍ୱାଟର , ସି.ପି- ହେଲେ ଭୁବନେଶ୍ୱର ଭରତପୁର ଥାନା ଆଇଆଇସି
୫. ଗୟାନନ୍ଦ ସାହା- ଥିଲେ ଭୁବନେନେଶ୍ୱର ୟୁପିଡିରେ ସି.ପି- ହେଲେ ଇନଫୋ ଭେଲି ଥାନା ଆଇଆଇସି, ଭୁବନେଶ୍ୱର ୟୁପିଡି
୬. ଦିପକ କୁମାର ଖଣ୍ଡୟତ୍ରାୟ- ଥିଲେ ଭୁବନେଶ୍ୱର ଭରତପୁର ଥାନା ଆଇଆଇସି- ହେଲେ ଭୁବନେଶ୍ୱର ୟୁପିଡି
୭. କୃପାସିନ୍ଧୁ ବରାଡ-ଥିଲେ ଭୁବନେଶ୍ୱର ଇନଫୋ ଭେଲି ଥାନା ଆଇଆଇସି – ହେଲେ ଭୁବନେଶ୍ୱର ୟୁପିଡି
୮. ଦିପୀକା ଦେବୀ ରାୟ- ଥିଲେ ଭୁବନେଶ୍ୱର ସି.ପି ହେଡକ୍ୱାଟର- ହେଲେ ଭୁବନେଶ୍ୱର ୟୁପିଡି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking