32.1 C
Bhubaneswar
Saturday, October 19, 2024
Homeଓଡିଶାବଦଳିବ ' ଆମ ଓଡିଶା , ନବୀନ ଓଡିଶା ନାଁ '

ବଦଳିବ ‘ ଆମ ଓଡିଶା , ନବୀନ ଓଡିଶା ନାଁ ‘

ଭୁବନେଶ୍ୱର: ବଦଳିବ ଆମ ଓଡିଶା ନବୀନ ଓଡିଶା ଯୋଜନାର ନାଁ । ‘ବିକଶିତ ଗାଁ , ବିକଶିତ ଓଡିଶା ‘ ନାଁ ରହିବ । ପଂଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । ଦୁଇ ଦିନରେ ଗାଇଡ଼ ଲାଇନ ଆଣୁଛନ୍ତି ସରକାର । ପଲ୍ଲିସଭାକୁ ଗୁରୁତ୍ୱ ଦିଆଯିବ , ପଂଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ବିକଶିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking