ଭୁବନେଶ୍ୱର: ପିପିଲି ଚାନ୍ଦୁଆ ଶିଳ୍ପ ପାଇଁ କେନ୍ଦ୍ରର ବଡ ନିଷ୍ପତ୍ତି । ଚାନ୍ଦୁଆ ଶିଳ୍ପର ପୁନରୁଉଦ୍ଧାର ଓ ସଂରକ୍ଷଣକୁ ଗୁରୁତ୍ୱ । କେନ୍ଦ୍ର ସରକାର ଏକ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି । ୭ ଜେଡସିସି ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବ । ରାଷ୍ଟ୍ରୀୟ ସାଂସ୍କୃତିକ ମହତ୍ସବରେ ଶିଳ୍ପୀଙ୍କୁ ସ୍ୱତନ୍ତ୍ର ସ୍ଥାନ । ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିବ। ଚାନ୍ଦୁଆ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି ହବ । ଯୁବ ପିଢିଙ୍କୁ ପାରମ୍ପରିକ ଶିଳ୍ପରେ ତାଲିମ ଓ ନିଯୁକ୍ତିକୁ ଗୁରୁତ୍ୱ । ପୁରୀ ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା ।