ଭୁବନେଶ୍ୱର: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀଙ୍କୁ ପୁନଃ ଦାୟିତ୍ୱ । ଜଳସମ୍ପଦ ବିଭାଗ ଓଏସଡି ଭାବେ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । ଦାୟିତ୍ୱ ପ୍ରଦାନ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ଚନ୍ଦ୍ରଶେଖର ପାଢୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ସରକାର ।










