20.1 C
Bhubaneswar
Sunday, February 15, 2026
Homeଓଡିଶାଚନ୍ଦ୍ରଶେଖର ହୋତା ସାହିତ୍ୟ ଏକାଡେମୀ  ସଚିବ ଭାବେ ନିଯୁକ୍ତ

ଚନ୍ଦ୍ରଶେଖର ହୋତା ସାହିତ୍ୟ ଏକାଡେମୀ  ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର : ଚନ୍ଦ୍ରଶେଖର ହୋତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଚନ୍ଦ୍ରଶେଖର ହୋତା ସାହିତ୍ୟ ଏକାଡେମୀ  ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସଂଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ ।ଅନ୍ୟାଦେଶ ପଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିବେ । ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଚନ୍ଦ୍ରଶେଖର ହୋତା ହେଲେ ସାହିତ୍ୟ ଏକାଡେମୀ ସଚିବ । ଏହି ପଦ ଅନେକ ଦିନ ଧରି ଖାଲି ପଡିଥିଲା ତାହା ଏବଂ ପୂଣ୍ଣ ହୋଇଛି ।  ଆସନ୍ତା ୨୮ ତାରିଖରେ ଚନ୍ଦ୍ରଶେଖର ହୋତା ଏହାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking