25.1 C
Bhubaneswar
Thursday, March 19, 2026
Homeଓଡିଶାଚାଞ୍ଚଲ୍ୟ: ଯୁବକଙ୍କୁ ପିଟିପିଟି ମାରିଦେଲେ

ଚାଞ୍ଚଲ୍ୟ: ଯୁବକଙ୍କୁ ପିଟିପିଟି ମାରିଦେଲେ

ଅନୁଗୁଳ: ଅନୁଗୁଳ ରାଣୀଗୋଡ଼ାରେ ପିଟି ପିଟି ଜଣଙ୍କୁ ହତ୍ୟା। ମୃତ ବ୍ୟକ୍ତି ହେଲେ ରାଣୀଗୋଡ଼ାର ବାପି ବିଶ୍ଵାଳ। ଗାଁର ଅନ୍ୟ ଜଣେ ପଡ଼ୋଶୀଙ୍କ ଘରୁ ବାପି ଚୋରି କରିବାକୁ ନେଇ କିଛି ଦିନ ତଳେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଉଭୟ ପକ୍ଷ ମଧ୍ୟରେ ପୁଣି ଝଗଡ଼ା ହେବା ପରେ ବାପିଙ୍କୁ ପଡ଼ୋଶୀ ପରିବାର ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking