18.1 C
Bhubaneswar
Thursday, February 5, 2026
Homeଓଡିଶାବାତ୍ୟା ସମ୍ଭାବନା: ୨୫ରୁ ବଢିବ ପବନର ବେଗ

ବାତ୍ୟା ସମ୍ଭାବନା: ୨୫ରୁ ବଢିବ ପବନର ବେଗ

ଭୁବନେଶ୍ୱର: ବଙ୍ଗୋରସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ । ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୫ ତାରିଖରୁ ବଢିବ ପବନର ବେଗ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢି ଚାଲିବ । ୨୫ ସନ୍ଧ୍ୟାରୁ ପବନର ଘଣ୍ଡାପ୍ରତି ବେଗ ୫୦-୬୦ କି.ମି ରହିବ । ୨୬ ସକାଳୁ ୬୦ରୁ ୭୦ କି.ମିରେ ରହି ସର୍ବାଧିକ ୮୦ କି.ମି ହେବ । ୨୭ ସକାଳୁ ସର୍ବାଧିକ ୧୦୦ କି.ମି ରହିପାରେ ପବନର ବେଗ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking