16.1 C
Bhubaneswar
Tuesday, December 9, 2025
Homeଓଡିଶାଯାଜପୁର ଆସିବ କେନ୍ଦ୍ରୀୟ ଟିମ

ଯାଜପୁର ଆସିବ କେନ୍ଦ୍ରୀୟ ଟିମ

ଯାଜପୁର: ଯାଜପୁର ଆସିବ କେନ୍ଦ୍ରୀୟ ଟିମ । ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ । ୧୪ ଜଣିଆ   କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି । ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ  ମିଶ୍ର  ା ଆଇସିଏମଆର, ଏନସିଡିସି, ଡବ୍ଲ୍ୟୁଏଚଓ ଭଳି ସଂସ୍ଥାର ସଦସ୍ୟ ଟିମ ରହିବେ । ଅନ୍ୟପଟେ ଥମିନି ଝାଡାବାନ୍ତି । ଏନେଇ ଯାଜପୁରରେ ଭୋଜି କରିବା ପାଇଁ ମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking