29.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ ଜାରି  

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ ଜାରି  

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଛି ଘନଘନ ବୈଠକ । କେନ୍ଦ୍ର ସରକାରଙ୍କ ଘନଘନ ବୈଠକ ଜାରି ରହିଛି । ପ୍ରତିରକ୍ଷା , ଗୃହ ଓ ଅର୍ଥ ମନ୍ତ୍ରାଳୟର ବୈଠକ ଜାରି ରହିଛି । ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଚାଲିଛି । ଅନ୍ୟପଟେ ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ  ଫୋନ ଯୋଗେ ଆଲୋଚନା କଲେ ନରେନ୍ଦ୍ର ମୋଦୀ । ସୁରକ୍ଷା ଓ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରାଯାଇଛି । ଜମ୍ମୁ କଶ୍ମୀର, ଗିଜୁରାଟ, ରାଜସ୍ଥାନ , ପଞ୍ଜାବ, ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ମୋଦୀ ।  ରାଜ୍ୟର ସ୍ଥିତି କିଭଳି ଅଛି ସେ ନେଇ  ଫୋନରେ ଆଲୋଚନା କରିଥିଲେ । ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବଡ ନିର୍ଦ୍ଦେଶ  ଦେଇଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking