28.1 C
Bhubaneswar
Tuesday, January 20, 2026
Homeଓଡିଶାଓଡିଶାରେ ଏପ୍ରିଲ ୧୬ରୁ ଜନଗଣନା

ଓଡିଶାରେ ଏପ୍ରିଲ ୧୬ରୁ ଜନଗଣନା

ଭୁବନେଶ୍ୱର: ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାର‌୍ୟ ଜନଗଣନା । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଘର ଗଣନା । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking