16.1 C
Bhubaneswar
Sunday, December 7, 2025
Homeଓଡିଶାକାର୍ତ୍ତିକ ପରେ ରତ୍ନଭଣ୍ଡାର ଗଣତିମଣତି: ମନ୍ତ୍ରୀ

କାର୍ତ୍ତିକ ପରେ ରତ୍ନଭଣ୍ଡାର ଗଣତିମଣତି: ମନ୍ତ୍ରୀ

ଭୁବନେଶ୍ୱର: କାର୍ତ୍ତିକ ପରେ ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡି ଦର୍ଶନ ଆରମ୍ଭ ହେବ । କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking