33.1 C
Bhubaneswar
Saturday, March 28, 2026
Homeଓଡିଶା୮ରୁ ବାହାର ରତ୍ନଭଣ୍ଡାର ଗଣତିମଣତି: ମନ୍ତ୍ରୀ

୮ରୁ ବାହାର ରତ୍ନଭଣ୍ଡାର ଗଣତିମଣତି: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତିମଣତିବେଳେ ପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ଗୁରୁତ୍ୱ ଦିଆଯିବ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ମାର୍ଚ୍ଚ ୨୫ରୁ ଭିତର ରତ୍ନଭଣ୍ଡାର ଗଣତିମଣତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking