32.1 C
Bhubaneswar
Friday, February 27, 2026
Homeଓଡିଶା୨ରେ ସ୍ଥିର ହେବ ଗଣତିମଣତି ତାରିଖ: ମନ୍ତ୍ରୀ

୨ରେ ସ୍ଥିର ହେବ ଗଣତିମଣତି ତାରିଖ: ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାରିଖ ସ୍ଥିର ହେବ । କେଉଁ ଦିନ ଗଣତିମଣତି କରାଯିବ ବୈଠକରେ ସ୍ଥିର ହେବ । ସ୍ୱଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି । ମହାପ୍ରଭୁଙ୍କ ନୀତି ଓ ତିଥିକୁ ଦେଖି ଗଣତିମଣତି ତାରିଖ ସ୍ଥିର ହେବ । ଦର୍ଶନ ଯେମିତି ବାଧାପ୍ରାପ୍ତ ନହେବ ତାହା ଉପରେ ଦୃଷ୍ଟି ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking