28.1 C
Bhubaneswar
Saturday, January 17, 2026
Homeଓଡିଶାମାର୍ଗଦର୍ଶିକା ଅନୁଯାୟୀ ଗଣତିମଣତି: ଅରବିନ୍ଦ

ମାର୍ଗଦର୍ଶିକା ଅନୁଯାୟୀ ଗଣତିମଣତି: ଅରବିନ୍ଦ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗରେ ସେ କହିଛନ୍ତି ଯେ ୧୧ ପୃଷ୍ଠାର ଚିଠା ମାର୍ଗଦର୍ଶିକାକୁ ଅନୁମୋଦନ ମିଳିଛି । ଅନୁମୋଦନ ଦେଇଛନ୍ତି ପରିଚାଳନା କମିଟି । ସରକାରଙ୍କ ଅନୁମୋଦନ ପରେ ଚୂଡାନ୍ତ ଏସଓପି ଆସିବ । ଚୂଡାନ୍ତ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଗଣତିମଣତି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking