23.1 C
Bhubaneswar
Sunday, March 22, 2026
Homeଓଡିଶାସବୁ ସ୍କୁଲରେ ଲାଗିବ ସିସିଟିଭି: ମନ୍ତ୍ରୀ

ସବୁ ସ୍କୁଲରେ ଲାଗିବ ସିସିଟିଭି: ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ସ୍କୁଲ ଭଳି ଓଡିଶାର ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଛାତ୍ରୀଙ୍କ ସୁରକ୍ଷା ପାଇଁ  ପଦକ୍ଷେପ ନେଉଛନ୍ତି ସରକାର । ରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking