29.1 C
Bhubaneswar
Thursday, July 10, 2025
Homeଦେଶ ବିଦେଶବର୍ଷକୁ ୨ଥର ସିବିଏସଇ ଦଶମ ପରୀକ୍ଷା

ବର୍ଷକୁ ୨ଥର ସିବିଏସଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ବର୍ଷକୁ ଦୁଇ ଥର ସିବିଏସଇ ଦଶମ ପରୀକ୍ଷା । ୨୦୨୬ ମସିହାରୁ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ପାଇଁ ସିବିଏସଇ ନୂତନ ନିର୍ଦ୍ଦେଶାବଳୀକୁ ଅନୁମୋଦନ କରିଛି। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ । ଏନେଇ ସ୍ପଷ୍ଟ କଲେ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସାନ୍ୟମ ଭରଦ୍ୱାଜ । ସିବିଏସଇ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ  ଫେବୃଆରୀରେ ହେବ ତାହା ବାଧ୍ୟତା ମୂଳକ ରହିବ ସେହିପରି  ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ରେ ଅନୁଷ୍ଠିତ ହେବ ।  ଇଚ୍ଛାଧିନ ରହିବ । ସିବିଏସଇ ଏହା ମଧ୍ୟ କହିଛି ଯେ ଶିକ୍ଷାବର୍ଷରେ କେବଳ ଥରେ  ମୂଲ୍ୟାଙ୍କନ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking