29.1 C
Bhubaneswar
Thursday, May 8, 2025
Homeଅପରାଧଅଫିସ ସିଜ କଲା ସିବିଆଇ

ଅଫିସ ସିଜ କଲା ସିବିଆଇ

ଭୁବନେଶ୍ୱର: ରାଜଧାନୀରେ ମର୍ସିଡିଜ କାରର ୧୦ ଲକ୍ଷ ଜବତ ଘଟଣା । ସୁପରକ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପତ୍ରଙ୍କ ଅଫିସରେ ରେଡ । ରେଡ କରୁଛି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଟିମ । ଆଦିତ୍ୟ ଦେବ ଇନ ଫ୍ରାଟେକ ପ୍ରାଇଭେଟ ଲି , ଅଫିସ ସିଲ । ଅଫିସ ଭିତରୁ ମିଳିଲା ଗୁରୁତ୍ୱପୂର୍ଣ ଦସ୍ତାବିଜ । ଅନେକ ଟେଣ୍ଡର , କାଗଜପତ୍ର ସହ , ବିଲ ଜବତ । ସରକାରୀ ବାବୁଙ୍କ ସହ କଣ୍ଟ୍ରାକ୍ଟରଙ୍କ ଲିଙ୍କ ଖୋଜୁଛି ସିବିଆଇ । ପ୍ରଥମ ଦିନ ରିମାଣ୍ଡରେ ଗୁମର ଖୋଲୁଛନ୍ତି ୩ ଅଭିଯୁକ୍ତ । ଡିଜିଟାଲ ଲକର ମିଳିଛି ଲକ୍ଷ ଲକ୍ଷ ଟଙ୍କା ଓ ସୁନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking