28.1 C
Bhubaneswar
Thursday, February 5, 2026
Homeଓଡିଶାଭୁବନେଶ୍ୱର ଏମସରେ ସିବିଆଇର ଚଢାଉ

ଭୁବନେଶ୍ୱର ଏମସରେ ସିବିଆଇର ଚଢାଉ

ଭୁବନେଶ୍ବର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ଏହି ଚଢ଼ଉ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇର ଏକାଧିକ ଟିମ୍‌ ଏମ୍ସ ଭୁବନେଶ୍ବର ସମେତ ଅନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking