15.1 C
Bhubaneswar
Monday, December 8, 2025
Homeଓଡିଶାବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ

ବିଷ୍ଣୁପଦଙ୍କ ଘରୁ ବାହାରିଲା ସିବିଆଇ

ଭୁବନେଶ୍ୱର : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ ସିବିଆଇର ୮ ରୁ ୧୦ ଜଣିଆ ଟିମର ରେଡ୍‌ । ସକାଳ ୭ରୁ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ପ୍ରାୟ ୧୬ ଘଣ୍ଟା ଧରି ଚାଲିଥିଲା ରେଡ। ବ୍ରିଜ ଏଣ୍ଡ ରୁଫ କମ୍ପାନୀର ଅଧିକାରୀ ଚଞ୍ଚଲ ମୁଖାର୍ଜୀଙ୍କୁ ନେଇ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଛି ମାରାଥନ ଜେରା । ଲୋକସେବା ଭବନକୁ ଚଞ୍ଚଲ ମୁର୍ଖାଜୀଙ୍କର ଥିଲା ଅବାଧ ପ୍ରବେଶ ବୋଲି ମତା ଦେଇଥିଲେ ବିଷ୍ଣୁପଦ। ଏହାସହ ଏସସି ଏସଟି ଡିପାର୍ଟମେଣ୍ଟକୁ ସେ ବହୁ ଆରାମରେ ଯାଇପାରୁଥିଲେ ବୋଲି ଗତକାଲି ମତ ରଖିଥିଲେ । ତେବେ ଚଞ୍ଚଲଙ୍କ ସହ ତାଙ୍କର ସଂପର୍କ ଓ ଟେଣ୍ଡର ଫିକ୍ସିଂ ଆଉ ଲାଞ୍ଚ ଆଦି ବିଷୟରେ ଜେରା କରିଛି ସିବିଆଇ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking