28.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଜାତିଭିତ୍ତିକ ଜନଗଣନାକୁ ଅନୁମତି

ଜାତିଭିତ୍ତିକ ଜନଗଣନାକୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ଅନୁମତି ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଅନୁମୋଦନ କରିଥିବା ନେଇ ସୂଚନା ଦେଲେ ଅଶ୍ୱିନୀ ବୈଷ୍ଣବ । ବିରୋଧ ଏହାକୁ ନେଇ କେବଳ ରାଜନତି କରୁଛି। ଅନ୍ୟପଟେ କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ ସୂଚନା ଦେଇଛନ୍ତି । କହିଛନ୍ତି,  ଉତ୍ତରାଞ୍ଚଳ ରାଜ୍ୟ  ମେଘାଳୟରୁ ଆସାମ  ୪ ଲେନର ରାସ୍ତା ହେବ  ା ୧୬୬ କିମି ରାସ୍ତାକାମ ୩ ବର୍ଷରେ ସରିବ । ୨୨,୮୬୪ କୋଟି ଖର୍ଚ୍ଚ ହେବ । ସିଲଚର- ସିଲଂ ହାଇସ୍ପିଡ କରିଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking