ନୂଆଦିଲ୍ଲୀ : କାର ଓ ଟ୍ରକ ଧକ୍କାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୪ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଯୋଧ୍ୟାରୁ ଫେରିବା ସମୟରେ ଦୁର୍ଘଟଣା ଘଟିଛି ।