22.1 C
Bhubaneswar
Sunday, February 15, 2026
Homeଓଡିଶାଟ୍ରକକୁ ପିଟିଲା କାର : ୩ ମୃତ, ୨ ଗୁରୁତର

ଟ୍ରକକୁ ପିଟିଲା କାର : ୩ ମୃତ, ୨ ଗୁରୁତର

ବରଗଡ : ଟ୍ରକକୁ ପଛରୁ କାର ଧକ୍କା ଦେଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ବରଗଡ ଜିଲ୍ଲା ମେଲଛାମୁଣ୍ଡା ସାନଜୋର ଠାରେ ଘଟିଛି । ୨ ଗୁରୁତରଙ୍କୁ ସୋହେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking