26.1 C
Bhubaneswar
Friday, June 27, 2025
Homeଦେଶ ବିଦେଶଡିଭାଇଡରରେ ପିଟି ହେଲା କାର: ୬ ମୃତ

ଡିଭାଇଡରରେ ପିଟି ହେଲା କାର: ୬ ମୃତ

ସୋଲାପୁର: ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ , ଧୂଲେ-ସୋଲାପୁର ଜାତୀୟ ରାଜପଥର ଡିଭାଇଡରରେ ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପ୍ରାୟ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଗେଭରାଇ ସହର ନିକଟ ଧୂଲେ- ସୋଲାପୁର ଜାତୀୟ ରାଜପଥର ଗାନ୍ଧୀ ସେତୁରେ ଏକ ଏସୟୁଭି ଡିଭାଇଡରରେ ଧକ୍କା ଦେବା ଫଳରେ ୬ ଜଣଙ୍କର ମୃତୁଠ ହୋଇଛି । ପ୍ରାରମ୍ଭରେ କେହି ଆହତ ହୋଇନଥିଲେ । ଯାତ୍ରୀମାନେ ଗାଡିକୁ ଡିଭାଇଡରରୁ ବାହାର କରିବାକୁ ଓହ୍ଲାଇବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ଚଢିଗଲା । ଘଟଣାସ୍ଥଳରେ ହିଁ ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking