26.1 C
Bhubaneswar
Monday, December 29, 2025
Homeଓଡିଶାକାର୍ ଦୁର୍ଘଟଣାଗ୍ରସ୍ଥ: ୨ ଗୁରୁତର

କାର୍ ଦୁର୍ଘଟଣାଗ୍ରସ୍ଥ: ୨ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସଡକ ଦୁର୍ଘଟଣା। ଅଜଣା ଗାଡି ଏକ କାର୍‌କୁ ଧକ୍କା ଦେଇଛି। ଏହି ଧକ୍କା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ଜାତୀୟ ରାଜପଥ ୬୦ର କୁନ୍ତୁପୁର ଛକରେ ରବିବାର ବିଳମ୍ବିତ ରାତିରେ ଘଟିଛି। ଆହତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲ୍ ପୋଲିସ ଏବଂ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଦୁର୍ଘଟଣା ଘଟିବା ସମୟରେ କାରଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡିଛି। କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking