35.1 C
Bhubaneswar
Thursday, March 26, 2026
Homeଓଡିଶାକାର୍ ଦୁର୍ଘଟଣା: ଜଣେ ମୃତ, ୮ଗୁରୁତର

କାର୍ ଦୁର୍ଘଟଣା: ଜଣେ ମୃତ, ୮ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟରେ ଘଟିଛି କାର୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୮ ଜଣ ଗୁରୁତର ଅଛନ୍ତି । ଖଲ୍ଲିକୋଟ ଥାନା ନାରାୟଣି ଛକରେ ଡିଭାଇଡର୍‌ରେ କାର୍ ପିଟିହୋଇ ଦୁର୍ଘଟଣା ଘଟିଛି । ଗୁରୁତରଙ୍କ ମଧ୍ୟରେ ୫ ଜଣ ଶିଶୁ, ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର । ଘଟଗାଁରୁ ମା’ତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା ଘଟିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking