27.1 C
Bhubaneswar
Wednesday, February 4, 2026
Homeଓଡିଶାରାଜଧାନୀବାସୀ ପିଇଲେ ୩୨ କୋଟିର ମଦ

ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ

ଭୁବନେଶ୍ୱର: ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ। ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ ଦେଢ ଲକ୍ଷ ଲିଟର ଦେଶୀ ମଦ। ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ପିଇଥିବା ନେଇ ଅବକାରୀ ବିଭାଗର ସୂଚନା। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ କ୍ଲବ, ପବ୍, ଅଫ ସପ୍‌ରେ ପିଇଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking