28.3 C
Bhubaneswar
Thursday, May 15, 2025
Homeଓଡିଶାଖୁବଶୀଘ୍ର  କ୍ୟାପିଟାଲ ରିଜନ ରିଙ୍ଗ ରୋଡ: ମନ୍ତ୍ରୀ

ଖୁବଶୀଘ୍ର  କ୍ୟାପିଟାଲ ରିଜନ ରିଙ୍ଗ ରୋଡ: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ଗସ୍ତକୁ ନେଇ ପୂର୍ତ୍ତ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ସୂଚନା  ଦେଇଛନ୍ତି । କହିଛନ୍ତି ୪ ହଜାର କୋଟିରୁ  ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହେବ । ୧୯ଟିରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି । ୪ଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ କରିବେ । ୮୪୧ କୋଟିରେ ୨ଟି ଜାତୀୟ  ପ୍ରକଳ୍ପର ହେବ ଲୋକାର୍ପଣ । ରାସ୍ତା ସଂଯୋଗୀକରଣରେ ଏକ ନମ୍ବର ହେବ ଓଡିଶା । ଉପକୂଳ ରାଜପଥ ଓ କ୍ୟାପିଟାଲ ରିଜନ ରିଙ୍ଗ ରୋଡ ଖୁବଶୀଘ୍ର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking