15.1 C
Bhubaneswar
Saturday, December 6, 2025
Homeଓଡିଶାଦଲାଲଙ୍କ ପାଇଁ ଜେଲ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଦଲାଲଙ୍କ ପାଇଁ ଜେଲ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ରେ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାର ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇଥିଲା । ଦଲାଲ ମାନେ ଚାଷୀଙ୍କୁ ଶୋଷଣ କରୁଥିଲେ । ପୂର୍ବ ସରକାର ଦଲାଲ ଙ୍କୁ ସହଯୋଗ କରୁଥିଲେ । ବିଜେପି ସରକାରକୁ ୬ ମାସ ପୂରିବାକୁ ଆଉ ୫ ଦିନ ବାକି ରହିଲା । ନୂଆ ସରକାର କଥା ରେ ନୁଁହ , କାମରେ ବିଶ୍ୱାସ କରେ । ସହିପାରିନାହାନ୍ତି ବିଜେଡି ଓ କଂଗ୍ରେସ । ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଦଲାଲ ଙ୍କୁ କୌଣସି ପ୍ରଶ୍ରୟ ଦିଆଯିବ ନାହିଁ । ଦଲାଲଙ୍କ ପାଇଁ ଜେଲ ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking