ଭୁବନେଶ୍ୱର: ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ରହିଛି । ଏନେଇ ମୁହଁ ଖୋଲିଲେ ଘଷିପପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ପ୍ରଫୁଲ୍ଲ ବାବୁ ସେମିତି ଲୋକ ନୁହଁନ୍ତି , ପୁଅ ହୁଏତ ସେମିତି କରିଥାଇ ପାରନ୍ତି । କିନ୍ତୁ ପ୍ରପୁଲ୍ଲ ବାବୁ ଆଉ ସ୍ଥିତି ନିୟନ୍ତ୍ରଣ କରି ପାରିବା ଭଳି ଲାଗୁନି ବଲି ବଦ୍ରି କହିଛନ୍ତି ।










