32.1 C
Bhubaneswar
Tuesday, October 22, 2024
Homeଓଡିଶାଡାକ୍ତରଙ୍କ ଛୁଟି ବାତିଲ

ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ । ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ରଖିବାକୁ ନିର୍ଦେଶ । ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ ଅପ ରଖିବାକୁ ନିର୍ଦେଶ ମଧ୍ୟ କୁହାଯାଇଛି । ବାତ୍ୟା ଅଂଚଳରେ ଟିମ ପଠାଯାଇ ସେବା ଯୋଗାଇ ଦିଆଯିବ। କାଲିଠୁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking