ଭୁବନେଶ୍ୱର : ଜୈବିକ ଚାଷ ପାଇଁ ଆହ୍ୱାନ ଦେଲେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ମନ୍ତ୍ରୀ କହିଛନ୍ତି ସୁସ୍ଥ ରହିବାକୁ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ । ସାରଯୁକ୍ତ ଶସ୍ୟ କ୍ୟାନସରର କାରଣ ପାଲଟିଛି । ରାଜ୍ୟରେ ଲାଗୁ ହେବ କେନ୍ଦ୍ରୀୟ ଜୈବିକ ଚାଷ ପୁଲିସ । ଜୈବିକ ଉତ୍ପାଦନକୁ ବିଦେଶ ପ୍ରେରଣ ପାଇଁ କାର୍ଗୋ ଆବଶ୍ୟକ ।