32.2 C
Bhubaneswar
Monday, May 12, 2025
Homeଓଡିଶାଭୁବନେଶ୍ୱରରେ ଜଳିଗଲା କାଫେ

ଭୁବନେଶ୍ୱରରେ ଜଳିଗଲା କାଫେ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ପାଖରେ ଜଳିଗଲା ଏକ କାଫେ । ଦ୍ୱିତୀୟ ମହଲାରେ ଥିବା କାଫେରେ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଲୋକଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking