20.1 C
Bhubaneswar
Monday, February 9, 2026
Homeଓଡିଶାବ୍ୟାସ ନଗର : ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୨୦ କାଉନସିଲର

ବ୍ୟାସ ନଗର : ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୨୦ କାଉନସିଲର

ଯାଜପୁର: ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷlଙ୍କ ମନମାନି କାର୍ଯ୍ୟ କଳlପ ଵିରୁଦ୍ଧ ରେ ବିଜେଡ଼ି ଦଳର ୨୦ଜଣ ସଂଗଠିତ ହୋଇ ବିଜେଡି ଦଳ ର ସୁପ୍ରିମ ନବୀନ ବାବୁଙ୍କୁ ଭେଟି ସହର ବିକାସ ରେ ବାଧା ପ୍ରାପ୍ତ ହେଇ ଥିବା ଅବଗତ କରିଛନ୍ତି l ଅଧ୍ୟକ୍ଷତା ଵିରୁଦ୍ଧ ରେ କାର୍ଯ୍ୟନୁଷ୍ଟନ ଗ୍ରହଣ ପାଇଁ ନିବେଦନ କରିଛନ୍ତି l ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହକୁ ଗୁରୁତର ସହ ନେଇ ଦଳ ର ବରିଷ୍ଟ ନେତା ଦେବୀ ପ୍ରସାଦ ମିଶ୍ର ଙ୍କୁ ଏ ସଂପର୍କ ରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରି ବା ପାଇଁ ନିର୍ଦ୍ଦେଶ ଦେଇ ଥିବା ର ବିଶେଷ ସୃତ୍ର ରୁ ଜଣା ଯାଇଛି l ଶ୍ରୀ ମିଶ୍ର ଙ୍କ କେଉଁ ନୀର୍ଯ୍ୟlସ ହେଲା ତାହା ସ୍ପଟ୍ ହୋଇ ନାହି ତାହା ଗୋପନ ରେ ରଖା ଯାଇଛି l ପୌର ଅଧ୍ୟକ୍ଷା ବିଜେଡି ଦଳ ପକ୍ଷ ରୁ ନିର୍ବାଚିତ ହୋଇଥିଲେ l ସରକାର ବଦଳ ପରେ ବିଜେଡ଼ିର ଦଳ ର ପାରିଷଦ ମାନଙ୍କ ପ୍ରସ୍ତାକୁ କୂ କାର୍ଯ୍ୟ ନ କରି ମନମୁଖି କାର୍ଯ୍ୟ କରୁଛନ୍ତି ଏପରୀକି କାଉନସିଲ ବୈଠକ ରେ ଗୃହୀତ ହୋଇ ଥିବା ବିକାସ ମୂଳକ କାର୍ଯ୍ୟ କୁ ଗୁରୁତ୍ଵ ଦେଉ ନାହାନ୍ତି ଦଳୀୟ କର୍ଯ୍ୟ କ୍ରମ ରୁ ଦୂରେଇ ରହୁ ଛନ୍ତି ବ୍ୟାସ ସରୋବର ମହୋତ୍ସବ ରେ ଅତିଥି ମାନଂକୁ ଶାସକ ଦଳ ବିଧାୟକ ଓ ମନ୍ତ୍ରୀ ମାନଂକୁ ନିମନ୍ତ୍ରଣ କରି ଥିଲେ ବିଜେଡି କଂଗ୍ରେସ ଦଳର ର କାଉନସିଲର ମାନଂକୁ ଉପେକ୍ଷା କରି ଥିଲେ ପୌର ପରିଷଦ ର ବିକାସ ନ ହେବାରୁ ବିଜେଡ଼ି ଦଳର ପଟିଆର ହାର୍ଷ ପାଇଛି l ଶାସକ ଦଳ ର ନେତା ଙ୍କ ଚାପ ରେ ଅଧ୍ୟକ୍ଷା କାର୍ଯ୍ୟ କରୁ ଛନ୍ତି ବୋଲି ପାରିଷଦ ବର୍ଗଙ୍କୁ ଆଘାତ ଦେଇଛି ଅଧ୍ୟକ୍ଷା ଙ୍କ ବିରୋଧ ଅନସ୍ଥା ଆଣିବା ପାଇଁ ବିଜେଡି ର 20 ଓ କଂଗ୍ରେସ ର 5ପାରିଷଦ ମେଲି ବାନ୍ଧି ଛନ୍ତି ଅନାସ୍ଥା ପ୍ରସ୍ତାବ ପାଇଁ ଯୋଜନା କରି ଛନ୍ତି ଅଧ୍ୟକ୍ଷା ଙ୍କ କାର୍ଯ୍ୟ କଳlପ ସଂପର୍କ ରେ ଭିଡ଼ିଓ ଫଟୋ ଖବକାଗଜମାନଙ୍କରେ ବହାରି ଥିବା ଖବର ଗୁଡ଼ିକ ପ୍ରମାଣ ସହିତ ବିଜେଡ଼ି ସୁପ୍ରିମୋ ଙ୍କୁ ଅବଗତ କରି ଛନ୍ତି l ବିଜେଡ଼ି ଦଳ ଏ ସଂପର୍କ ରେ କି ଭୂମିକା ଗ୍ରହଣ କରୁ ଛି ତାହା ସମୟ କହିବ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking