ଭୁବନେଶ୍ୱର : ବିଧାନସଭାରେ ପିଇବା ପାଣି ସମସ୍ୟାକୁ ନେଇ ଉଦବେଗ । ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାହାଙ୍ଗା ବିଧାୟକଙ୍କ ଅଭିଯୋଗ । ନିର୍ବାଚନୀ ପ୍ରତିଦ୍ୱନ୍ଦିତା ଯୋଗୁଁ ଦିଆଯାଇନଥିଲା ପାଣି । ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ । ଡିସେମ୍ବର ୨୫ ସୁଦ୍ଧା ସବୁ ଘରେ ପହଞ୍ଚିବ ପିଇବା ପାଣି ।