ସମ୍ବଲପୁର: ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ । ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଏ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ ଧରାପଡିଲେ । ବ୍ରଏଲର ଫାର୍ମ ସବସିଡ ବାବଦ ୫୪ ହଜାର ରିଲିଜ ପାଇଁ ଲାଞ୍ଚ ନେଉଥିଲେ । ଧରାପଡିବା ପରେ ଦୁଇ ଅଧିକାରୀଙ୍କ ଘରେ ମଧ୍ୟ ରେଡ କରାଯାଇଛି ।










