31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶବସ – ଟ୍ରକ ମୁହାଁମୁହିଁ ଧକ୍କା :  ମହିଳା ମୃତ

ବସ – ଟ୍ରକ ମୁହାଁମୁହିଁ ଧକ୍କା :  ମହିଳା ମୃତ

ନୂଆଦିଲ୍ଲୀ : ଆମେରିକାର ଟେନେସି ସହରର ମେମ୍ଫିସରେ ଶୁକ୍ରବାର ମଧ୍ୟରାତ୍ରିରେ କାର ଅନ୍ୟ ଏକ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ମହିଳା ଜଣଙ୍କ ୨୬ ବର୍ଷିୟ ନାଗା ଶ୍ରୀ ଭନ୍ଦନା ପାରିମାଲା ବୋଲି ଜଣାପଡିଛି, ଯିଏକି ମେମ୍ଫିସ୍ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ସାଇନ୍ସ (ଏମଏସ) ଡିଗ୍ରୀ ହାସଲ କରିଥିଲେ।ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଝିଅ ଶ୍ରୀମତୀ ପାରିମାଲା ଉଚ୍ଚ ଅଧ୍ୟୟନ ପାଇଁ ୨୦୨୨ ମସିହାରେ ଆମେରିକା ଯାଇଥିଲେ।ଅନ୍ୟ ଦୁଇଜଣ ଛାତ୍ର – ପାଭାନ୍ ଏବଂ ନିକିଥଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ପୂର୍ବର ଅବସ୍ଥା ଗୁରୁତର ଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking