27.1 C
Bhubaneswar
Thursday, February 26, 2026
Homeଓଡିଶାକେନ୍ଦ୍ରାପଡ଼ାରେ ବସ୍‌ ଧର୍ମଘଟ ଚେତାବନୀ

କେନ୍ଦ୍ରାପଡ଼ାରେ ବସ୍‌ ଧର୍ମଘଟ ଚେତାବନୀ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ବସ୍‌ ସେବାର ପରିବର୍ତ୍ତିତ ନିଷ୍ପତ୍ତିକୁ କେନ୍ଦ୍ରାପଡ଼ାରେ ବିରୋଧ। ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା କେନ୍ଦ୍ରାପଡ଼ା ଘରୋଇ ବସ୍‌ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ୍‌ ସେବା ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ଯିବା ନିଷ୍ପତ୍ତିକୁ ବିରୋଧ। ୧୫ରୁ ନିଷ୍ପତ୍ତି ବଦଳା ନ ଗଲେ ଜିଲ୍ଲାରେ ୧୬ରୁ ଅନିର୍ଦ୍ଧିଷ୍ଟ କାଳ ବସ୍‌ ବନ୍ଦ ଧମକ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ମାଲିକ ସଂଘ। ପୂର୍ବରୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ପଞ୍ଚାୟତରୁ ବ୍ଲକ୍‌ ପର୍ଯ୍ୟନ୍ତ ଚାଲୁଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking