ବ୍ରହ୍ମପୁର : ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ବସ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘ ଧର୍ମଘଟରୁ ଓହରିଛି ।