15.1 C
Bhubaneswar
Thursday, January 15, 2026
Homeଓଡିଶାସଡକ ଦୁର୍ଘଟଣା ଆଖି ବୁଜିଲେ ବସ ମାଲିକ

ସଡକ ଦୁର୍ଘଟଣା ଆଖି ବୁଜିଲେ ବସ ମାଲିକ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ବସ ମାଲିକ ତଥା ଯୁବ ଆଇନଜୀବୀ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସୌମେନ୍ଦ୍ର ମହାନ୍ତି ଆନନ୍ଦପୁର ପଟୁ କରଞ୍ଜିଆ ପଟକୁ ନିଜ କାର ଯୋଗେ ଆସୁଥିବା ବେଳେ କାଦଡିହା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ କାର୍‌ରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking