23.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶ୨ଟି କାରକୁ ଧକ୍କା ଦେଲା ବସ: ୯ ମୃତ

୨ଟି କାରକୁ ଧକ୍କା ଦେଲା ବସ: ୯ ମୃତ

ତାମିଲନାଡୁ: ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । କୁଡାନୋରରେ ଦୁଇଟି କାରକୁ ଧକ୍କା ଦେଲା ବସ । ଦୁର୍ଘଟଣାରେ ଯାଇଛି ୯ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ,୪ ଜଣ ମହିଳା ଅଛନ୍ତି । ବସ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଦୁଇଟି କାରକୁ ଧକ୍କା ଦେଇଥିଲା ବସ । ଫଳରେ ସେମାନଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ସେହୁପରି ଗୁରୁତର ଆହତଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବା ସହିତ ସେମାନଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking