ଭୁବନେଶ୍ୱର : ସରକାରୀ ବସ ଭ୍ୟାନ ଧକ୍କାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହୋଇଛି । ବେଲଘର ନିକଟ ଉଷାବାଲି ନିକଟରେ ଦୁର୍ଘଟଣା ଘଟିଛି । ଅଙ୍ଗନୱାଡି କେନ୍ଦ୍ରରୁ ଘରକୁ ଯିବା ସମୟରେ ଅଘଟଣ ଘଟିଛି । ମୃତ ଅଙ୍ଗନୱାଡି ଦିଦି ହେଉଛନ୍ତି ମଝିଆସେଠ । ଡୁମୁଡିବନ୍ଧରେ ଉତ୍ତ୍ୟକ୍ତ ଲୋକ ରାଜପଥରେ ଅବରୋଧ କରିଛନ୍ତି । ଫଳରେ ଯାତାୟତ ପାଇଁ ବାଧାପ୍ରାପ୍ତ ଉପୁଜିଛି ।










