29.1 C
Bhubaneswar
Friday, February 6, 2026
Homeଓଡିଶାଫଳ ଦୋକାନ ଉପରକୁ ଚଢ଼ିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫଳ ଦୋକାନ ଉପରକୁ ଚଢ଼ିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଗତସିଂହପୁର : ଫଳ ଦୋକାନ ଉପରକୁ ମାଡିଗଲା ବସ୍ । ଜଗତସିଂହପୁର ଜିଲ୍ଲା ତାରପୁର ବାଇପାସ୍ ନିକଟରେ ଘଟିଛି ଏହି ଦୁର୍ଘଟଣା ।  ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଫଳ ଦୋକାନ ଉପରକୁ ମାଡି ଆସିଲା । ତିର୍ତ୍ତୋଲ କନିମୁଳରୁ କଟକ ଅଭିମୁଖେ ଯାଉଥିବା ବସ ତାରାପୁର ବାଇପାସ ନିକଟରେ ଦୁର୍ଘଟଣା ଘଟାଇଥିଲା । ପାଖରେ ଥିବା ଫଳ ଦୋକାନ ଉପରକୁ ମାଡ଼ି ଯାଇଥିବା ବେଳେ ଦୁର୍ଘଟଣା ଘଟିଛି ।    ଘଟଣା ସ୍ଥଳରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking