ମାଲକାନଗିରି: କଲଭର୍ଟ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ । ଗୋବିନ୍ଦପାଲି ଘାଟିରେ ମହାବାହୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ୧୫ ଯାତ୍ରୀଙ୍କ ମେଡିକାଲ ସ୍ତାନାତରିତ କରାଯାଇଛି । ବସ୍ଟି ଜୟପୁରରୁ ବାଲିମେଳା ଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।