14.1 C
Bhubaneswar
Saturday, December 6, 2025
Homeଓଡିଶାବସ- ବାଇକ ଧକ୍କା: ୨ ମୃତ

ବସ- ବାଇକ ଧକ୍କା: ୨ ମୃତ

ବୌଦ୍ଧ: ବସ- ବାଇକ ମୁହାଁମୁହିଁ  ଧକ୍କା ଫଳରେ  ୨ ବାଇକ  ଆରୋହୀ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ବାଉଁଶୁଣୀ ଥାନା  ଗଜରାଜପୁର ଛକ ନିକଟରେ  ଦୁର୍ଘଟଣା ଘଟିଛି ।  ଭୁବନେଶ୍ୱରରୁ ଉମରକୋଟ  ଅଭିମୁଖେ ଯାଉଥିଲା ବସ ।  ବିଳମ୍ବିତ ରାତିରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।  ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking