24.1 C
Bhubaneswar
Monday, February 9, 2026
Homeଓଡିଶାଟାୟାର ଜାଳି ବିଜେଡିର ରାସ୍ତାରୋକ

ଟାୟାର ଜାଳି ବିଜେଡିର ରାସ୍ତାରୋକ

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ପ୍ରତିବାଦ କରିଛି । ଆଚାଯ୍ୟ ବିହାର ରାସ୍ତାରେ ବିଜେଡି କର୍ମୀ ରାସ୍ତାରୋକ କରିଛନ୍ତି । ଭୁବନେଶ୍ୱର ମେୟର ମଧ୍ୟ ବିଧାୟକଙ୍କ ସହ ସାମିଲ । ଟାୟାର ଜାଳି  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଯାତାୟତ ବାଧାପ୍ରାପ୍ତ ଉପୁଜିଛି । ଉଭୟ ପାଖରେ ଅଟକି ରହିଛି ଅନେକ ଗାଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking