27.1 C
Bhubaneswar
Wednesday, March 25, 2026
Homeଓଡିଶାଜିଅନ୍ତା ଜଳି ମୃତ୍ୟୁ: ୪ ଦିନ ପରେ ଏତଲା

ଜିଅନ୍ତା ଜଳି ମୃତ୍ୟୁ: ୪ ଦିନ ପରେ ଏତଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଯୁବତୀ ମୃତ୍ୟୁ ଘଟଣା। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା କଲେ ମୃତକଙ୍କ ବାପା ଓ ଭାଇ। ମୃତ୍ୟୁର ୪ ଦିନ ପରେ ଏତଲା କରିଛନ୍ତି। କାହାକୁ ଅଭିଯୁକ୍ତ ଦର୍ଶାଇଛନ୍ତି ସ୍ପଷ୍ଟ ହୋଇନି। ନିଜେ ଏସ୍‌ପି ତଦନ୍ତ କରୁଥିଲା ବେଳେ ଯୁବତୀଙ୍କ ମୃତ୍ୟୁ ନେଇ ସସ୍‌ପେନ୍ସ ଜାରି। ଯୁବତୀ ଜଳିଗଲେ ନା ତାଙ୍କୁ କିଏ ଜାଳି ଦେଲା ସ୍ପଷ୍ଟ ହୋଇପାରିନି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking