32.1 C
Bhubaneswar
Wednesday, October 16, 2024
Homeଓଡିଶାବୁର୍ଲାରେ ଏନ୍‌କାଉଣ୍ଟର, ଦୁଇ ଆହତ ଡାକ୍ତରଖାନାରେ ଭର୍ତ୍ତି

ବୁର୍ଲାରେ ଏନ୍‌କାଉଣ୍ଟର, ଦୁଇ ଆହତ ଡାକ୍ତରଖାନାରେ ଭର୍ତ୍ତି

ବ୍ୟୁରୋ: ପୁଲିସକୁ ଆକ୍ରମଣର ପାଲଟା ଜବାବ ଦେଇଛନ୍ତି ପୁଲିସ । ପୁଲିସକୁ ଆର୍କମଣ କରି ଜଙ୍ଗଲେ ଲୁଚିଥିବା ଅପରାଧକୁ ଧରିବାକୁ ଯିବାବେଳେ, ପୁଲିସ-ଅପରାଧି ମୁହାଁ ମୁହିଁ ହୋଇଥିଲେ । ଅପରାଧିର ଆଣ୍ଠୁତଳେ ଗୁଳି ଲାଗିଥିବା ପୁଲିସ ସୂଚନା ଦେଇଛି । ଆକଟାପାଲ୍ଲୀ ଜଙ୍ଗଲରେ ଏହି ଏନ୍‌କାଉଣ୍ଟର ହୋଇଛି । ଏଥିରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତିା ବାରମ୍ବାର ତାଗିଦ୍ ସତ୍‌ବେ ସେ ନ ଶୁଣିବାରୁ ପୁଲିସ ଏହି ଏନ୍‌କାଉଣ୍ଟର କରିଥିବା ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking