ଭୁବନେଶ୍ୱର: ସରକାରୀ ଜମି ଦାଖଲ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ। କିଛି ଜବରଦଖଲ କରିଛନ୍ତି ଅଟ୍ଟାଳିକା । ହାଇକୋର୍ଟ ରହିତାଦେଶ ଉଠିଲେ ଚଢ଼ିବ ବୁଲଡୋଜର । ଗରିବ ଲୋକଙ୍କୁ ପଟ୍ଟା ସହ ଜମି ଦିଆଯିବ । ଏ ସରକାର ସମୟରେ କେହି ଭୂମିହୀନ ରହିବେ ନାହିଁ । ୭୦ % ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଡ଼ିସେମନବର ସୁଦ୍ଧା ସବୁ ସ୍କୁଲକୁ ଜମି ଯୋଗେଇ ଦିଆଯିବ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଡିସେମ୍ବର ୩୦ ସୁଦ୍ଧା ସମସ୍ତ ସ୍କୁଲ ଏବଂ ମହାଦୀଯ୍ୟାଳୟ କୁ ମଧ୍ୟ ଜମି ପଟ୍ଟା ଦିଆଯିବ ବୋଲି ସେ କହିଛନ୍ତି ।