21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶବୁଲଡୋଜର ଆକ୍ସନ :  ସୁପ୍ରିମ କୋର୍ଟଙ୍କ ତାଗିଦ

ବୁଲଡୋଜର ଆକ୍ସନ :  ସୁପ୍ରିମ କୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ ; ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମ କୋର୍ଟଙ୍କ କଡା ଭର୍ଚ୍ଛନା । ଏନେଇ ଗାଇଡଲାଇନ ଜାରି କଲେ ସୁପ୍ରିମ କୋର୍ଟ । କେବଳ ଏତଲା ଆଧାରରେ ଘର ଭାଙ୍ଗି ପାରିବେନି କହିଲେ ସୁପ୍ରିମକୋର୍ଟ । ଭାଙ୍ଗିବାର ୧୫ ଦିନ ପୂର୍ବରୁ  ନୋଟିସ  ପଠାଇବା ଜରୂରୀ ଅଟେ । ଘର ଭାଙ୍ଗିବା ବେଳେ ଭିଡିଓଗ୍ରାଫି  ହେବା ଉଚିତ । ଏହା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ । ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୁର୍ଣ୍ଣି କରୁଛି କହିଛନ୍ତି ସୁପ୍ରିମ କୋର୍ଟ । ଆହୁରି କହିଛନ୍ତି, ଯଦି ଜଣେ  ଅଭିଯୁକ୍ତ , ତେବେ ପୂରା ପରିବାରକୁ ଦଣ୍ଡ କାହିଁକି ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking