28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଭୁଶୁଡି ପଡିଲା କୋଠା: ଶିଶୁ ମୃତ, ୨ ଆହତ

ଭୁଶୁଡି ପଡିଲା କୋଠା: ଶିଶୁ ମୃତ, ୨ ଆହତ

ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ 8 ବର୍ଷର ଶିଶୁର ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ହଠାତ୍ କୋଠାଟି କାହିଁକି ଭୁଶୁଡ଼ି ପଡ଼ିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, କମରୁଦ୍ଦିନ ନଗରର ଦୀପାଂଶୁ ପବ୍ଲିକ୍ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି।ପ୍ରଥମ ମହଲାର ବାଲକୋନି ଏବଂ ତଳ ମହଲାର ଛାତ ଭୁଶୁଡ଼ି ପଡ଼ିଛି, ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଜଣେ ନିର୍ଦ୍ଦୋଷ ଶିଶୁର ମୃତ୍ୟୁ ହୋଇଛି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଛି।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking